କଟକ ସଦର ( ଆୱ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ଇତିଶ୍ରୀ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିବା ପରେ ଏବେ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି . ଖୋଲା ବହି ଚିହ୍ନରେ ନିର୍ବାଚନ ଲଢ଼ୁଥିବା ଇତିଶ୍ରୀଙ୍କ ବିଚାରଧାରା ସମସ୍ତଙ୍କର ଗ୍ରହଣୀୟ ହେବା ସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ଥା ଭାଜନ ପାଲଟିଛନ୍ତି ।
ପ୍ରଚାର ଅଭିଯାନରେ ଦଧିବାମନପୁର ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତି !!!

