କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ଈଶାଣୀ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମଞ୍ଜୁଲତା ବାରିକ ନାମାଙ୍କନ ପତ୍ର ଦାଖଲ ପରେ ଅଧୁନା ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି , ତାଙ୍କର ଟୁଲ ଚିହ୍ନ ରହିଛି । ମଞ୍ଜୁଲତାଙ୍କ ବିଚାରଧାରା ସମସ୍ତର ଗ୍ରହଣୀୟ ହେବା ସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ଥା ଭାଜନ ପାଲଟିଛନ୍ତି ।
ପ୍ରଚାର ଅଭିଯାନରେ ଈଶାଣୀ ବ୍ରହ୍ମପୁର ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ମଞ୍ଜୁଲତା ବାରିକ !!!

