ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଚଳିତ ମାସ ଶେଷ ସୁଦ୍ଧା ତାଳଚେର ଥର୍ମାଲ ଛଟେଇ ଶ୍ରମିକ ନିୟୋଜନ ଓ କଟକ-ସମ୍ବଲପୁର ,ଅନୁଗୋଳ – ବଅଁରପାଳ ଠାରୁ ଗୁଡ଼ିଆକାଟେଣି ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ତ୍ୱରାନ୍ୱିତ ନହେଲେ ମାର୍ଚ୍ଚ ୩ ତାରିଖରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ହେବ ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ କହିଛନ୍ତି ।