କଟକ ସିଡିଏ ଅଞ୍ଚଳରେ ପାଗଳ କୁକୁର ଆତଙ୍କ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସିଡିଏ ଅଞ୍ଚଳରେ ପାଗଳ କୁକୁର ଆତଙ୍କ . କୁମ୍ଭକର୍ଣ୍ଣ ନିଦ୍ରାରେ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ . ଆତଙ୍କରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ସହଯୋଗ ପାଇଁ ସିଏମସି କୁ ଫୋନ କଲେ ମିଳୁଛି , ଗାଡି ଖରାପ ଥିବାର ଉତ୍ତର . ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କୁ କୁକୁର କାମୁଡି ସାରିଥିଲେ ମଧ୍ୟ , ସରକାରଙ୍କ ତରଫରୁ ସହଯୋଗ ମିଳିଲା ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ସିଡିଏ ସେକ୍ଟର-୯ ଡ଼ଃ ଟଂପେଙ୍କ ଘର ପାଖରେ । ପାଗଳ କୁକୁର ଆତଙ୍କରେ ଲୋକେ ସେ ରାସ୍ତା ଦେଇ ଯିବା ଆସିବା କରିବାକୁ ଭୟ କରୁଛନ୍ତି .

Leave a Reply

Your email address will not be published. Required fields are marked *