ଭାପୁର ବ୍ଲକ ରାକମା ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାରେ ଭୋଟ ଦାନ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି . ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ଚଳିତ ନିର୍ବାଚନରେ ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଚର୍ଚ୍ଚାରେ ରହିଥିଲା . ତେବେ ଭାପୁର ବ୍ଲକ ରାକମା ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାରେ ଭୋଟ ଦାନ ସରିଛି .

Leave a Reply

Your email address will not be published. Required fields are marked *