ଶିକ୍ଷକ ନେତା ତଥା ପାଇକ ସଙ୍ଗଠକଙ୍କ ମୃତ୍ୟୁରେ ସ୍ମୃତି ଚାରଣ ସଭା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗଡ଼ମାଣିତୀର ଗ୍ରାମର ଶିକ୍ଷକ ନେତା ଓ ପାଇକ ସଙ୍ଗଠନର ଉପଦେଷ୍ଟା ଗୋଦାବରୀଶ ପାଇକରାୟଙ୍କ ଏକଦଶାହ ଅବସରରେ ଶିକ୍ଷକ ନେତା ସୁମନ୍ତ ଛୋଟରାୟଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଶିକ୍ଷକ ତଥା ପାଇକ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗଦେଇ ଦିବଂଗତଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ମାନସ ରଞ୍ଜନ ପାଇକରାୟ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *