ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ . ବିଜେପି ର କର୍ମୀ ସମ୍ମିଳନୀ ସମୟରେ ଗାଡି ଧକ୍କା କରିବା ପରେ ରୁଜୁ ହୋଇଥିଲା ମାମଲା . ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଗାଡି ଧକ୍କାରେ ୨୫ ଜଣ ରୁ ଅଧିକ ଲୋକ ଆହତ ହୋଇଥିଲେ . ତେବେ ଘଟଣାସ୍ଥଳରେ ଉତ୍ତେଜନା ସହିତ ବିଜେପି କର୍ମୀଙ୍କ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିଲେ ଚିଲିକା ବିଧାୟକ . ଆଜି ସମ୍ପୃକ୍ତ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ଗିରଫ କରାଯାଇ ଭୁବନେଶ୍ୱର କୋର୍ଟରେ ହଜାର କରାଯାଇଥିବା ସମୟରେ କଡା ସୁରକ୍ଷା ମଧ୍ୟରେ ବାଣପୁର ନିଆଯିବ ବୋଲି ସୂଚନା ମିଳିଛି . 

Leave a Reply

Your email address will not be published. Required fields are marked *