ନୟାଗଡ଼ ଆଠ ନମ୍ବର ଓ୍ୱାର୍ଡ ରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦିନକୁ ଦିନ ସରଗରମ ହେବାରେ ଲାଗିଛି ନୟାଗଡ଼ ପୈାର ନିର୍ବାଚନ ମାହୋଲ । ଆଠ ନମ୍ବର ଓ୍ୱାର୍ଡ ରେ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବାର ଲକ୍ଷ କରାଯାଉଛି । ବିଜେଡି ପକ୍ଷରୁ କିଶାନ ଦାସ ଏବଂ ବିଜେପି ରୁ ରଞ୍ଜନ କୁମାର ପଣ୍ଡା ଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ନବୀନ ସରକାରଙ୍କ ବିକାଶ ର ବାର୍ତ୍ତା କୁ ନେଇ ବିଜେଡି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ବିଜେପି ପ୍ରାର୍ଥୀ ସ୍ଥାନୀୟ ସମସ୍ୟା ଆଧାରରେ ଭୋଟର ମାନଙ୍କର ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି ।

 

Leave a Reply

Your email address will not be published. Required fields are marked *