ଆମ ରିପୋଟରକଟକଜିଲ୍ଲା

ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ୧୨୨ ତମ ଜୟନ୍ତୀ ପାଳିତ ଓ ସାହିତ୍ୟ ସଭା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ସ୍ଥିତ ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ଦୟାନିଧି ପ୍ରତିଭା ବିକାଶ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ମଙ୍ଗଳପୁର ଗ୍ରାମରେ ସ୍ତ୍ରୀ ର ଠେଙ୍ଗା ମାଡରେ ସ୍ୱାମୀ ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାରରେ ଘରୋଇ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ବାଲିଗୁଡା ଏନଏସି ରେ ଶାନ୍ତିଶୃଙ୍ଖଳା ର ସହ ଭୋଟ ସମାପନ : ମତଦାନ ହାର ୬୯.୦୭ % !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ର ୧୩ ଗୋଟି ୱାର୍ଡର ୧୭ ଟି…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଆଗ୍ରହ ଉତ୍ସାହର ସହିତ ମତଦାନ କଲେ ବାଙ୍କୀ ର ଭୋଟର !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମ୍ପନ୍ନ ହୋଇଛି ବାଙ୍କୀ ଏନଏସି ନିର୍ବାଚନ . ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦର ୧୭…

ଆମ ରିପୋଟରଗଜପତିଜିଲ୍ଲା

ଗୋଶାଣି ବ୍ଳକ ଉପାଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଏସ. ଅନୁସାୟା ଦେବୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ପରିସରରେ ଥିବା କନଫେରେନ୍ସ ହଲଠାରେ ବ୍ଳକ ଉପାଧ୍ୟକ୍ଷ। ସକାଶେ…

ଅପରାଧଆମ ରିପୋଟରକଟକଜିଲ୍ଲା

କଟିକଟା-ଜଇପୁର ରାସ୍ତା ର ଅସୁରେଶ୍ୱର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟିକଟା – ଜଇପୁର ରାସ୍ତା ର ଅସୁରେଶ୍ୱର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍…

ଆମ ରିପୋଟରଗଜପତିଜିଲ୍ଲା

ରାୟଗଡା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ…

ଆମ ରିପୋଟରକଟକଜିଲ୍ଲାଯାଜପୁର

ସୁକିନ୍ଦାଗଡ଼ରେ ମହା ସମାରହୋରେ ପାଳିତ ହେଲା ସୁକିନ୍ଦା ଜଗନ୍ନାଥ ଜିୟୁ ମେଲଣ ଉତ୍ସବ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡର ବହୁ ପୁରାତନ ଉତ୍ସବ ସୁକିନ୍ଦା ଜଗନ୍ନାଥ ଜିୟୁ ମେଲଣ ଉତ୍ସବ ବୁଧବାର ସନ୍ଧ୍ୟାରୁ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଦାୟିତ୍ୱ ନେଲେ ଯୁବ ସରପଞ୍ଚ ଓ ସମିତିସଭ୍ୟ : ହରିପୁର ଗ୍ରାମପଞ୍ଚାୟତ !!!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ରେ ନୂତନ କରି ସରପଞ୍ଚ…

ଆମ ରିପୋଟରକଟକଜିଲ୍ଲା

ଅନନ୍ୟ ସେବା ଓ ଯୁବ ଚେତନାର ପ୍ରତୀକ : ସନ୍ତୋଷ କୁମାର ପତି !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜସେବା, ଦାନଧର୍ମ, ଉଦାର ମାନବିକତା, ଶୋଭାନୀୟ ଚିନ୍ତା ଚେତନା କଥା ଭାବିଲେ ମନରେ…