ଅପରାଧଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ଗିରଫ ଭୟରେ ଦେଉଳପଲ୍ଲୀ ଗାଁ ହୋଇଯାଇଛି ପୁରୁଷ ଶୁନ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବହୁ ଚର୍ଚ୍ଚିତ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ମେରୁ ଶୋଭାଯାତ୍ରା ଉତ୍ସବ ରେ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଛିନ୍‌ତାଇ ଅଭିଯୋଗରେ ଦୁଇ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍‌ତାଇ ଅଭିଯୋଗରେ…

ଆମ ରିପୋଟରଜିଲ୍ଲାନୟାଗଡ

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଦଶପଲ୍ଲା ବିଧାୟକ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ…

ଆମ ରିପୋଟରକଟକଜିଲ୍ଲାଯାଜପୁର

ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାହାବଳପୁର କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ…

ଆମ ରିପୋଟରକଟକଜିଲ୍ଲା

ମାତୃକୃପା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କୃଷ୍ଣଦାଶପୁର ପଞ୍ଚାୟତର ସୁଧାଗଡ ଠାରେ ମାତୃକୃପା ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକୋତ୍ସବ, ରାଜ୍ୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରାଣୀପଡ଼ା ଗ୍ରାମରେ ଶ୍ରୀଅରବିନ୍ଦଙ୍କ ୩୧ ତମ ବାର୍ଷିକ ଉତ୍ସବ ପାଳନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣିପଡ଼ା ଗ୍ରାମସ୍ଥିତ ମାତୃ ନିବାସ ପରିସର ମଧ୍ୟରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ : ୨୭ ଜଣଙ୍କର ଶୁଣାଣି ହେଲା !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ…