୬ ତାରିଖ ସକାଳ ୫ ଘଟିକାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ NTPC ର ସବୁ ଠପ ପାଇଁ ଆହ୍ଵାନ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ସୁରକ୍ଷା ମଞ୍ଚ ତରଫରୁ ଆସନ୍ତା ୬ ତାରିଖ ସକାଳ ୫ ଘଣ୍ଟିକା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ NTPC ର ଉତ୍ପାଦନ ବନ୍ଦ ଓ ପାଣି କୋଇଲା ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆହ୍ଵାନ ଦିଆଯାଇଛି । ଏହି ଆନ୍ଦୋଳନରେ କଣିହାଁ ଓ ତାଳଚେରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ରୂପେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରାଇବାକୁ ନିବେଦନ କରିଛନ୍ତି । ଏହି ଆନ୍ଦୋଳନ ୧୦ ଦଫା ଦାବି ସମ୍ବଳିତ ସମସ୍ୟାକୁ ନେଇ ହେବା ପାଇଁ ଜଣାପଡିଛି ।

 

Leave a Reply

Your email address will not be published. Required fields are marked *