ଚୋରା କୋଇଲା ଗାଡ଼ି ଜବତ !!!

0
286

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ସମଲ ଅଞ୍ଚଳରୁ ଦୁଇଟି ଚୋରା କୋଇଲା ଗାଡି ଜବତ ହୋଇଛି . କୋଇଲା ଗାଡିକୁ ମନିଟରିଂ କରୁଥିବା ଗୋଟିଏ ବୋଲେରୋ, ଏକ କାର୍ ଓ ଏକ ବାଇକ୍ କୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସ୍ପେଶାଲ ସ୍କ୍ୱାର୍ଡ଼ର ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ସମୟରେ ମୋଟ ପାଞ୍ଚ ଗାଡି ସହ ୭ ଜଣ ଗିରଫ ହୋଇଛନ୍ତି . ତେବେ ଏଠାରେ ପ୍ରଶ୍ନ ଉଠେ ଯେ ବାରମ୍ବାର ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ କରି ଚୋରା କୋଇଲା ଗାଡି ଜବତ କରୁଥିବା ସମୟରେ ସ୍ଥାନୀୟ ପୁଲିସ କଣ କରୁଛି ।

LEAVE A REPLY

Please enter your comment!
Please enter your name here