ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ମହାଙ୍ଗା ଅଞ୍ଚଳରେ ହେଟାବାଘ ଆତଙ୍କ . ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସିପୁରା ଗ୍ରାମର ଚାଷୀ ମାନେ ବିଲ ରେ କାମ କରୁଥିବା ସମୟରେ ହେଟାବାଘ ଆକ୍ରମଣ ୩ ଜଣ ଚାଷୀ ଆହତ ହୋଇଛନ୍ତି । ଆହତ ଚାଷୀ ମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଏ ସମ୍ପର୍କରେ ଖବର ପ୍ରଚାର ହେବାପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଗତ ଦୁଇବର୍ଷ ପୂର୍ବେ ଏଭଳି ମାହାଙ୍ଗା ଅଞ୍ଚଳରେ ହେଟାବାଘ ଆତଙ୍କ କରିଥିଲା ।
ମାହାଙ୍ଗା ଅଞ୍ଚଳରେ ହେଟାବାଘ ଆକ୍ରମଣ ରେ ୩ ଚାଷୀ ଆହତ !!!

