ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫାୟାର ଅଡିଟ୍‌ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫାୟାର ଅଡିଟ୍‌ କରାଯାଇଛି…

ଆମ ରିପୋଟରକଟକଜିଲ୍ଲା

ଓଡ଼ଗାଁ ରଘୁନାଥ ଓ କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ ମା’ ଚର୍ଚ୍ଚିକା ସେବାୟତଙ୍କ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ର ଅଧିଷ୍ଠାତ୍ରୀ ତଥା ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ମା’ଚର୍ଚ୍ଚିକା ପୀଠର ସେବାୟତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବସ ଷ୍ଟାଣ୍ଡ, ବଜାର,…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ସାମନାକୁ ଆସିଲା ଘରେ ନମ୍ବର ପ୍ଲେଟ ଲଗାଇବା ବାହାନାରେ ଅର୍ଥ ଆଦାୟ କେଳେଙ୍କାରୀ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁର୍ନୀତି ଓ କେଳେଙ୍କାରୀ ସତେ ଯେମିତି ଡମପଡା ବ୍ଲକ ନାଁ ସାଙ୍ଗରେ ଯୋଡି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର : କୋଟ ବିଦ୍ୟାଧରପୁର ଶାସନ ଗ୍ରାମର ଜଣେ ଯୁବକ ନିଖୋଜ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୋଟ ବିଦ୍ୟାଧରପୁର ଶାସନ ଗ୍ରାମର ଜଣେ ଯୁବକ…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

କଟକ ସତୀ ଚଉରା ଛକ ଠାରେ ଅବସ୍ଥିତ କାଞ୍ଜିଆହୁଦା ବିରୁଦ୍ଧରେ ଆସିଲା ଗାଈ ଓ ଷଣ୍ଢ ବିକିବାର ସଙ୍ଗୀନ ଅଭିଯୋଗ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବୁଲା ଗାଈ ଗୋରୁ ,କୁକୁର ଓ ଷଣ୍ଢ ମାନଙ୍କ ପାଇଁ ଦୈନିକ ଶତାଧିକ ଦୁର୍ଘଟଣା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ରତନପୁର ଗ୍ରାମବାସୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରରେ ବିଦ୍ୟୁତ ଆଘାତ ଲାଗି ଗୁରୁତର ଯୁବକଙ୍କୁ କ୍ଷତିପୂରଣ ଦାବିରେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ…

ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲାରାଜ୍ୟ

ବିକାଶ ର ସୂର୍ଯ୍ୟ ଏବେ ବି ଗାଁ କୁ ପଡିନି : ଗ୍ରାସ ହୋଇଛି ସବୁ ଯୋଜନା !!!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରୀଆ : ପ୍ରସ୍ତୁତ ହେଉଛି ଯୋଜନା ପରେ ଯୋଜନା, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା .…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ନାବାଳିକା ଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳୀନ ମନ୍ତବ୍ୟ ନେଇ ୨ ଟି ମାମଲାରେ ୨ ଜଣ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ନାବାଳିକା ଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳୀନ ମନ୍ତବ୍ୟ…