ଗୁମି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସl ଶିବିର ଅନୁଷ୍ଠିତ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସl ଶିବିର ଅନୁଷ୍ଠିତ ହୋଇଯାଇଛି l ଗତକାଲି ସକାଳ ସମୟ 9 ଘଟିକା ରୁ ଆରମ୍ଭ ହୋଇଥିଲା ଚକ୍ଷୁ ଚିକିତ୍ସl ଶିବିର l ଗୁମି ଏବଂ କାପ୍ତାପଲ୍ଲୀ ଗ୍ରାମ ପଞ୍ଚାୟତ ର ଅନେକ ରୋଗୀ ଆସି ମାଗଣାରେ ମୋତିଆ ବିନ୍ଦୁ ପରୀକ୍ଷl କରିଥିଲେ ଏବଂ ଯେଉଁ ମାନଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ସେମାନଙ୍କୁ ଅପେରେସନ ପାଇଁ ମାଗଣାରେ ଗାଡି କରି ଭୂମିକା ଚିକିତ୍ସlଳୟ ନୟାଗଡ ତରଫରୁ ନୟାଗଡ ନିଆ ଯାଇଥିଲା l ଡ଼ ବର୍ଷା ଙ୍କ ଦ୍ଵାରା ରୋଗୀ ମାନଙ୍କୁ ପରୀକ୍ଷl କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ଗୁମି ଗ୍ରାମପଞ୍ଚାୟତ ର ସରପଞ୍ଚ ଏବଂ ସମିତିସଭ୍ୟ ଉପସ୍ଥିତ ରହି ଶୁଭାରମ୍ଭ କରିବା ସହ ଶେଷ ଯାଏ ରହି ରୋଗୀଙ୍କ ଭଲମନ୍ଦ ବୁଝୁଥିଲେ l

Leave a Reply

Your email address will not be published. Required fields are marked *