ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ଲୋକସଭା ସାଂସଦ ତଥା ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଙ୍କୁ ଭେଟିଲେ ବାଙ୍କୀ ୟୁଥ ଫର ଆକ୍ସନ ର ସଦସ୍ୟ . ୟୁଥ ଫର ଆକ୍ସନ ର ରାଜ୍ୟ ସଂଯୋଜକ ତଥା ସଭାପତି ଦେବାଶିଷ ନାୟକ ଓ ଉପ ସଭାପତି ସୁଜିତ ସିଂ ଙ୍କୁ ଭେଟି ବାଙ୍କୀ ୟୁଥ ଫର ଆକ୍ସନ ର ସଭାପତି ବିଶ୍ୱଜିତ ବିଶ୍ୱାଳ ବିଭିନ୍ନ ସମସ୍ୟା ଓ ସଂଗଠନକୁ ଦୃଢ କରିବା ପାଇଁ ଆଲୋଚନା କରିଛନ୍ତି .
ସାଂସଦ ଅପରାଜିତାଙ୍କୁ ଭେଟିଲେ ବାଙ୍କୀ ୟୁଥ ଫର ଆକ୍ସନ ର ସଦସ୍ୟ !!!

