ଚମକ ହରାଇ ବସିଛି ” ଆଇ ଲଭ କଟକ ” !!!

0
204

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : କଟକିଆଙ୍କ ପ୍ରେମ ” ଆଇ ଲଭ କଟକ ” ସେଲ୍ଫି ପଏଣ୍ଟ ଗତକାଲି ରହିଥିଲା ଅନ୍ଧାରରେ ! ବିଶ୍ୱ ସ୍ତରୀୟ କ୍ରିକେଟ ମ୍ୟାଚ ପାଇଁ କଟକ ସହର ଆଲୋକମୟ !! କିନ୍ତୁ କଟକ ସହରର ଏକ ମୁଖ୍ୟ ଆକର୍ଷଣ, କଟକିଆଙ୍କ ପ୍ରେମର ପ୍ରତୀକ ଆଇ ଲଭ କଟକ ” ସେଲ୍ଫି ପଏଣ୍ଟ ରହିଥିଲା ଅନ୍ଧାରରେ !!! କଟକ ର ସୌନ୍ଦର୍ଯ୍ୟ କାହିଁକି ଅନ୍ଧାରରେ ?? ବେଲଭ୍ୟୁ ଛକ ପାଖରେ ଅଛି ” ଆଇ ଲଭ୍ କଟକ ” ସେଲ୍ଫି ପଏଣ୍ଟ !! ଲକ୍ଷଲକ୍ଷ କ୍ରିକେଟ ପ୍ରେମୀ ମାନେ କଟକ ଆସିବେ, କିନ୍ତୁ ସେଲ୍ଫି ପଏଣ୍ଟ ରହିଛି ଅନ୍ଧାରରେ !! ଏହି ଅବସରରେ ରାତ୍ରି ତମାମ ସେଲ୍ଫି ପଏଣ୍ଟ କୁ ଆଲୋକିତ କରିବାକୁ ରାଜ୍ୟ ସରକାର ଓ ସିଏମସି କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ !! ମ୍ୟାଚ ପାଇଁ ସେଲ୍ଫି ପଏଣ୍ଟର ନିର୍ଦ୍ଧାରିତ ସମୟ ସୀମାକୁ ଦୁଇ ଦିନ ପାଇଁ ବୃଦ୍ଧି କରି ,ରାତି ତମାମ ଚାଲୁ ରଖିବାକୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here