ଗଁପୁରରେ ମୁକ୍ତମଞ୍ଚ ନାଟକ ପରିବେଷଣ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ଅନ୍ତର୍ଗତ ଶିମୋର ପଞ୍ଚାୟତର ଗଁପୁର ଗ୍ରାମର ଭବାନୀ ଶଙ୍କର କ୍ଳବ ଦ୍ୱାରା ‘ ଆଖି ଅବୁଝାକୁ ଲୁହ ଅବୁଝା ‘ ନାଟକ ପରିବେଷଣ କରାଯାଇଥିଲା । ଏ ନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି , ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ୨୩ ନମ୍ବର ଜୋନ ର ଜିଲ୍ଲା ପରିଷଦ ଅନାଦି ସାହୁ , ସ୍ଥାନୀୟ ସରପଞ୍ଚ ହାଡୁବନ୍ଧୁ ମହାପାତ୍ର ଓ ସମିତି ସଭ୍ୟ ନଳିନୀ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନାଟକ ଭାଇ ଚାରାର ସମ୍ପର୍କ ସୃଷ୍ଟି କରିଥାଏ ବୋଲି ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *