ନୟାଗଡ ପୌରପାଳିକା ର ଦୁଇ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ସଭାଗୃହ ରେ ପୈାରାଧ୍ୟକ୍ଷା ନିରୁପମା ଖଟେଇ ଙ୍କ ପୈାରହିତ୍ୟରେ ଦୁଇ ଜଣ କର୍ମଚାରୀ ଗୋପାଳ ଚନ୍ଦ୍ର ନାୟକ ଏବଂ ସୁଦର୍ଶନ ମାହାର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଦୁଇ କର୍ମଚାରୀ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଭାବେ ଗୋଷ୍ଠୀ ସଙ୍ଗଠିକା ପୁଷ୍ପାଞ୍ଜଳି ମହାନ୍ତି ଏବଂ କମ୍ପୁଟର ପ୍ରୋଗ୍ରାମର ସୁନିଲ୍ କୁମାର ମହାପାତ୍ରଙ୍କ ଓଡ଼ଗାଁ ଏନଏସି ଓ ଦଶପଲ୍ଲା ଏନଏସି କୁ ବଦଳି ହେଉଥିବାରୁ ସେମାନଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିର୍ବାହୀ ଅଧିକାରୀ ସ୍ବାତୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କର୍ମଚାରୀ ମାନଙ୍କ ତ୍ୟାଗ, ଅବଦାନ କୁ ପ୍ରଶଂସା କରିଥିଲେ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ।

 

Leave a Reply

Your email address will not be published. Required fields are marked *