ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ନିଖିଳ ଉତ୍କଳ ବାରିକ ସମିତିର କର୍ମକର୍ତ୍ତା ଚୟନ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ସଦର ମହକୁମା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ନିଖିଳ ଉତ୍କଳ ବାରିକ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା : ଚାଳକ ମୃତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ 59 ନମ୍ବର ଜାତୀୟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ନକଲି ସିମେଣ୍ଟ କାରଖାନା ଠାବ : ୭ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗୋଲାଗାଁ ନିକଟରୁ ଏକ ନକଲି ସିମେଣ୍ଟ କାରଖାନା ଠାବ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ନୟାଗଡ଼ ଶ୍ରୀ ରଘୁନାଥ ମନ୍ଦିର ରୁ ବିଗ୍ରହ ଚୋରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଶ୍ରୀ ରଘୁନାଥ ମନ୍ଦିର ରୁ ବିଗ୍ରହ ଚୋରୀ । ନୟାଗଡ଼ ଗୁଣ୍ଡିଚା ମନ୍ଦିର…

ଆମ ରିପୋଟରଗଜପତିଜିଲ୍ଲା

ପାରଳା ପୌର ପରିଷଦ ପକ୍ଷରୁ ହେଲ୍ପ ଲାଇନ ଓ ଜନ ଶୁଣାଣୀ ପାଇଁ ସାମ୍ବାଦିକ ସମ୍ମିଳନୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ଠାରେ ଥିବା କନଫେରନ୍ସ…

ଆମ ରିପୋଟରକନ୍ଧମାଳଜିଲ୍ଲା

ନୂତନ ଜିଲ୍ଲାପାଳ ଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲା କନ୍ଧମାଳ କଳା ସଂସ୍କୃତି ସଂଘ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ର ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନିଆରା ଢଙ୍ଗରେ କନ୍ଧମାଳ…

ଆମ ରିପୋଟରଗଜପତିଜିଲ୍ଲା

ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତା ର ଫାଇନାଲ୍ ମ୍ୟାଚ ଆୟୋଜିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌରପାଳିକା ଅଧୀନରେ ଥିବା ହାତପଦା ସ୍ଥିତ ରେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜୟ…

ଆମ ରିପୋଟରଗଜପତିଜିଲ୍ଲା

ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ ପାରଳାଖେମୁଣ୍ଡିରେ ପ୍ରତିବାଦ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଆଜି କୃଷକ ସଙ୍ଗଠନ ମାନଙ୍କ ମିଳିତ…