ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳରେ ଡିଜିଟାଲ୍‌ ଇଣ୍ଡିଆ ସାତ ସପନ : ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବର୍ତ୍ତମାନ ସମୟରେ ଡିଜିଟାଲ୍‌ କାରବାର ବେଶ୍‌ ବୃଦ୍ଧି ପାଇଛି । ସରକାରୀ ଓ…

ଆମ ରିପୋଟରକଟକଜିଲ୍ଲା

ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ସବ୍ ପୋଷ୍ଟ ଅଫିସ ସମୁଖରେ ପିସିସି ସଭାପତି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର ଶୁଭ ଉଦଘାଟନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦାୟିତ୍ୱ ଗ୍ରହଣ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ପ୍ରମେୟ ପରିବାର ତରଫରୁ ବ୍ଲକ ସ୍ତରୀୟ ବନ୍ଧୁ ମିଳନ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ଅନ୍ତର୍ଗତ ସାନନଈରୀ କାଙ୍କଣ ଶିଖରୀ ମନ୍ଦିର ପ୍ରାଙ୍ଗଣରେ ଖୋର୍ଦ୍ଧା ଜିଲ୍ଲା ବ୍ଲକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବର

ଆନ୍ତର୍ଜାତୀୟ ଯୋଗ ଦିବସରେ ଚିଲିକା ଜଳରେ ଯୋଗ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଶ୍ଵ ଯୋଗ ଦିବସ ଅବସରରେ ମଙ୍ଗଳବାର ଦିନ ସକାଳେ ସାମ୍ବାଦିକ ସୁଧୀର କୁମାର ପଣ୍ଡା…

ଆମ ରିପୋଟରକଟକଜିଲ୍ଲା

ଅସୁରେଶ୍ଵରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଯୋଗ ଦିବସ ଅବସରରେ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵାସ୍ଥ୍ୟ କର୍ମୀ ତଡିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଐତିହାସିକ ୨୨ ମୌଜା ନଈରୀ ଫୁଲଦୋଳ ମେଳନର…

ଆମ ରିପୋଟରକଟକଜିଲ୍ଲା

ଓଡିଶା ଯୋଗ ଆସୋସିଏସନ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଆଦିମ କାଳରୁ ଯୋଗୀ, ସନ୍ୟାସୀ ଓ ମହାତ୍ମା ମାନେ ଯୋଗକୁ ପ୍ରଧାନ୍ୟତା ଦେଇ ଆସିଛନ୍ତି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅଭିଯୁକ୍ତକୁ ଗିରଫ ଦାବିରେ ଶ୍ରୀନିବାସପୁର ଗ୍ରାମବାସୀଙ୍କ ବାଣପୁର ଥାନା ଘେରାଉ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ମଙ୍ଗଳବାର ଦିନ ଏକ ପୋଲର…