ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦେଶରେ ଦିନକରେ ୨୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି . କରୋନା ଜନିତ ସଂକ୍ରମଣରେ ଦିନକରେ ୧୭ ହଜାର ୯୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ଘଟିଛି . ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୧୬୮ କୁ ବୃଦ୍ଧି ପାଇଛି . ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯ ହଜାର ୫୬୮ କୁ ବୃଦ୍ଧି .
ବଢୁଛି ସଂକ୍ରମିତଙ୍କ ସଂଖ୍ୟା !!!

