ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁର ପୂର୍ବତନ ନଗରପାଳ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ବାଲୁଗାଁର ପୂର୍ବତନ ନଗରପାଳ ଅଶୋକ…

ଆମ ରିପୋଟରଗଜପତିଜିଲ୍ଲା

ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରନ୍ସ ହଲ…

ଆମ ରିପୋଟରକଟକଜିଲ୍ଲା

କର୍ମବୀର ଗୌରୀଶଙ୍କର ଙ୍କର ୧୮୪ ତମ ଜନ୍ମ ବାର୍ଷିକୀ ମହାସମାରୋହ ରେ ପାଳିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ଅଞ୍ଚଳର ଦୀକ୍ଷିତପଡା ଗ୍ରାମରେ କର୍ମବୀର ଗୌରୀଶଙ୍କର ଙ୍କର ୧୮୪…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭିଜିଲାନ୍ସ ଜାଲରେ ବେଗୁନିଆ ବ୍ଲକ ମହିଳା ଜେଇ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବିଲ ପାସ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମୌଳିକ ଅଧିକାର ରୁ ବଞ୍ଚିତ ବାଲୁଗାଁ ସୂର୍ଯ୍ୟନଗର ଅଞ୍ଚଳର ଦିବ୍ୟାଙ୍ଗ ପରିବାର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ଏସି ଅନ୍ତର୍ଗତ ୧ ନଂ ୱାର୍ଡର ସୂର୍ଯ୍ୟନଗର ଅଞ୍ଚଳରେ ଅଛି…

ଆମ ରିପୋଟରଜିଲ୍ଲାନୟାଗଡ

୨୦୧୮ ଜାନୁଆରୀ ମାସ ରୁ ହୋଇ ପାରିନାହିଁ ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ମହାବିଦ୍ୟାଳୟ ର ୨୦୧୮ ଜାନୁଆରୀ ମାସରୁ ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇପାରି ନାହିଁ,…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗମ୍ଭାରୀମୁଣ୍ଡା ଠାକୁର ଙ୍କ ଜମି ଅନିୟମିତତା କୁ ନେଇ ଅଞ୍ଚବାସୀଙ୍କ ଘୋର ବିରୋଧ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଠାକୁରଙ୍କ ଜମି ଅନିୟମିତତା କୁ ନେଇ…

ଅପରାଧଆମ ରିପୋଟରଜିଲ୍ଲା

ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍ : ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦିନ ଦ୍ବିପ୍ରହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି…