ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ଗୋଳବାଇ ଗ୍ରାମରେ ରବିବାର ଦିନ ରାତିରେ ଏକ ବଣୁଆ ହାତୀ ଖାଦ୍ୟ ଅନ୍ବେଷଣରେ ଆସି ବିଦ୍ୟୁତ ଆଘାତ ପାଇ ମୃତ୍ୟୁ ବରଣ କରିଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଜନସାଧାରଣ ସମାଗମ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଁଚି ହାତୀଟିକୁ ଏକ ଜେସିବି ସାହାର୍ଯ୍ୟରେ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ନିଆ ଯାଇଥିଲା ।
ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ !!!

