ଭିଜିଲାନ୍ସ ଜାଲରେ ବେଗୁନିଆ ବ୍ଲକ ମହିଳା ଜେଇ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବିଲ ପାସ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବେଗୁନିଆ ବ୍ଲକ ର ମହିଳା ଜେଇ . ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରା ପଡିଲେ ବେଗୁନିଆ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସଙ୍ଘମିତ୍ରା ସାହୁ ।

Leave a Reply

Your email address will not be published. Required fields are marked *