ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟରେ ୨୪ ଘଣ୍ଟାରେ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି . କ୍ୱାରେଣ୍ଟିନରୁ ୬୦୯ ଜଣ , ଲୋକାଲ କେସ୍ ୪୩୪ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଅଛନ୍ତି . ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬ ଚିହ୍ନଟ ହୋଇଥିବା ଜଣାଯାଇଛି .
ରାଜ୍ୟରେ ୨୪ ଘଣ୍ଟାରେ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ !!!

