ଭକ୍ଷକ ବସିଛି ରକ୍ଷକ ସାଜି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : କଟକ ମହାନଗର ନିଗମ ଅଧୀନରେ ଥିବା କାଞ୍ଜିଆହୁଦାରେ ବଢ଼ିବାରେ ଲାଗିଛି ସମସ୍ୟା . କାଞ୍ଜିଆହୁଦା ରେ ଦେଖା ଦେଇଥିବା ଅବ୍ୟବସ୍ଥା ଏବଂ ମହାନଗର ନିଗମ କର୍ମଚାରୀଙ୍କ ଦ୍ୱାରା ଗୋଚାଲାଣ ଭଳି ଘୃଣ୍ୟ ତଥା ଅପରାଧିକ କାର୍ଯ୍ୟ ବିରୁଦ୍ଧରେ ହିନ୍ଦୁସେନା ତରଫରୁ ଆଜି ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି . ହିନ୍ଦୁସେନାର ସଦସ୍ୟ ମାନେ ମୁନିସିପାଲିଟି ଅଫିସ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ସମସ୍ୟା ର ସମାଧାନ କରାନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି l

Leave a Reply

Your email address will not be published. Required fields are marked *