ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା : ୯ ଅଭିଯୁକ୍ତ ଙ୍କୁ ଗିରଫ କଲା ପୁଲିସ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ…

ଆମ ରିପୋଟରଗଜପତିଜିଲ୍ଲା

ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଜାଗରଣ ଯାତ୍ରା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ଶ୍ରୀ ଅରବିନ୍ଦ ସୋସାଇଟି ପକ୍ଷରୁ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜୟନ୍ତୀ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାସି ବୃଦ୍ଧ ମୃତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ଲାୟନ୍ସ କ୍ଲବ ଜିଲ୍ଲା ବାର୍ଷିକ ଉତ୍ସବରେ ସମାଜସେବୀ ଉମେଶ ଖଣ୍ଡେଲୱାଲ ସମ୍ବର୍ଦ୍ଧିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲାୟନ୍ସ କ୍ଲବ ଇଣ୍ଟରନାସନାଲ ଜ଼ିଲ୍ଲା 322 ସି. ଏସ ତରଫରୁ ଭୁବନେଶ୍ୱର ତାଜ ବିବାନ୍ତ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ମେରୁ ଉତ୍ସବ ବେଳେ ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଶ୍ରୀନିବାସ ପ୍ରଧାନ ଗିରଫ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗତ ଅପ୍ରେଲ 13 ତାରିଖରେ ନୟାଗଡ ଟାଉନଥାନା ଅନ୍ତର୍ଗତ ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗ୍ରାମର…

ଆମ ରିପୋଟରକନ୍ଧମାଳଜିଲ୍ଲା

ସ୍ୱାଧୀନତାର ଅମୃତ ମହୋତ୍ସବରେ ବୃକ୍ଷରୋପଣ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଅଳିଆ ପଏଣ୍ଟକୁ ସ୍ଥାନାନ୍ତରିତ କରିବାକୁ ନିବେଦନ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ସ୍ୱଚ୍ଛ ଭାରତ ଅଭିଯାନରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସ୍ୱଚ୍ଛତାର…

ଆମ ରିପୋଟରଗଜପତିଜିଲ୍ଲା

କୃପାଳୁ ଶିଶୁ ସାହିତ୍ୟ ଆସର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ‘କୃପାଳୁ ଶିଶୁ ସାହିତ୍ୟ ଆସର’ ବିଦ୍ୟାଳୟ…

ଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୂର୍ମୁ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତର ୧୫ ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି…