ଦୟା ନଦୀ ପାଣିରୁ ମହିଳାଙ୍କ ଭାସମାନ ଶବ ଉଦ୍ଧାର !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଣାସ ଦୟା ନଦୀରେ ଭାସୁଥିବା ମୃତ ମହିଳାଙ୍କ ଶବ ଉଦ୍ଧାର । କଣାସ ସ୍ଥିତ ଗଡ଼ ବଳଭଦ୍ରପୁର ନିକଟ ମକରାସାହି ଠାରେ ନଦୀରେ ଭାସୁଥିବା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କଲା କଣାସ ଅଗ୍ନିଶମ ବିଭାଗ । ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଗଳିତ ଶବ କୁ ଦେଖିବା ପାଇଁ ଅଞ୍ଚଳ ବାସୀ ଙ୍କ ଭିଡ଼ । ମହିଳା ଜଣଙ୍କ ର କିପରି ମୃତ୍ୟୁ ଘଟିଲା ଏବଂ ସେ କେଉଁଠାର ପରିଚୟ ଅସ୍ପଷ୍ଟ । ଘଟଣା ସ୍ଥଳରେ କଣାସ ପୁଲିସ ପହଞ୍ଚି ଶବ କୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି !

 

Leave a Reply

Your email address will not be published. Required fields are marked *