ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଡିପଡା ପଞ୍ଚାୟତର ତଳମୋଟା ଗ୍ରାମର ରଘୁ ମହାରଣା ନାମକ ଯୁବକ ଛାତ ଉପରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୁତ୍ତ ପଥରରେ ଛେଚି ହତ୍ୟା କରି ଦେଇଛି । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।
ଯୁବକକୁ ପଥରରେ ଛେଚି ହତ୍ୟା : କାରଣ ଅସ୍ପଷ୍ଟ !!!

