ତ୍ରିରଙ୍ଗା ଉଡ଼ାଇଲେ ରୋଟାରୀ କ୍ଲବ ଅଫ ଇନଫୋସିଟି ର ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୁରା ଦେଶରେ ଆନନ୍ଦ ଉଲ୍ଲାସର ସହ ୭୬ ତମ ସ୍ବାଧିନତା ଦିବସ ପାଳନ କରାଯାଉଥିବା ବେଳେ ଯଥାବିଧି ଉଡ଼ାଯାଉଛି ତ୍ରିରଙ୍ଗା . ରାଜଧାନୀର ଅଗ୍ରଣୀ ସଂଗଠନ ରୋଟାରୀ କ୍ଲବ ଅଫ ଇନଫୋସିଟି ର ସଦସ୍ୟ ମାନେ ବାରଙ୍ଗ ରତାଗଡରେ ପାଳନ କରିଛନ୍ତି ସ୍ୱାଧୀନତା ଦିବସ . କ୍ଲବ ର ସଭାପତି ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିଲେ . କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଶୁଭ୍ରାଂଶୁ ତ୍ରିପାଠୀ , ପ୍ରକାଶ କର , ସୁବାଷ ସାହୁ , ସମ୍ବିତ ଦାସ , ବିଶ୍ବଜିତ ବରୁଆ , ତ୍ରିଲୋଚନ ପାତ୍ର ପ୍ରମୂଖ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ .

Leave a Reply

Your email address will not be published. Required fields are marked *