ହିନ୍ଦୁ ସେନା ତରଫରୁ ସ୍ବାଧିନତା ଦିବସ ପାଳିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହରରେ ହିନ୍ଦୁ ସେନା ତରଫରୁ ସ୍ବାଧିନତା ଦିବସ ପାଳିତ . ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ, ସ୍ବାଧୀନତାର ଅମୃତ ମହୋତ୍ସବକୁ ପାଳନ କରିବାକୁ ଯାଇ ପ୍ରଥମେ କଟକ ସନ୍ ସାଇନ୍ ଫିଲ୍ଡ ସମୁଖରେ ପତାକା ଉତ୍ତୋଲାଳନ କରାଯାଇଛି । ଏହା ପରେ ଡଗରପଡା ଅନଥାଶ୍ରମ ଓ ଆଶ୍ରୟ – ଦି ସେଲ୍ଟର ଠାରେ ଅନ୍ତେବାସୀଙ୍କୁ ଚକୋଲେଟ୍, ବିସ୍କୁଟ ଓ ଜାତୀୟ ପତାକା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ.କଲିମୁଦ୍ଦିନ ଏବଂ ମୁଖ୍ୟ ବକ୍ତା ଭାବରେ ସଂଜିତ୍ ସାମଲ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *