ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅବପାତ ରୂପ ନେଲା , ଆସନ୍ତା ୬ ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ . ଅନ୍ୟ ପକ୍ଷରେ ହୀରାକୁଦ ର ଆଉ ୪ ଟି ଗେଟ୍ ବନ୍ଦ । ବର୍ତ୍ତମାନ ୨୪ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ , ଅବପାତ ପ୍ରଭାବରେ ୨ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା . ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ , ୧୨ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି . ମୁଣ୍ଡଳି ରେ ଜଳ ପ୍ରବାହ ୭.୫ରୁ ୮ ଲକ୍ଷ କ୍ୟୁସେକରେ ସୀମିତ ଲକ୍ଷ୍ୟ, ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନ୍ରେ ବର୍ଷା ସମ୍ଭାବନା ରହିଛି , ମୟୂରଭଞ୍ଜ ଓ କେନ୍ଦୁଝରର ଜଳାଶୟକୁ ଖାଲି କରାଯାଇଛି , ବର୍ଷା ୨୦ ରୁ ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ , ସ୍ଥିତି ଦେଖି ଗ୍ରହଣ କରାଯିବ ନିଷ୍ପତ୍ତି .