ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲା ବଂଶୀ ସଙ୍ଗଠନ ଓ ସମ୍ପର୍କ ଫାଉଣ୍ଡେସନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲା ବଂଶୀ ସଙ୍ଗଠନ ଓ ସମ୍ପର୍କ ଫାଉଣ୍ଡେସନ । ବଂଶୀ ସାମାଜିକ ସଙ୍ଗଠନ ଓ ସମ୍ପର୍କ ଫାଉଣ୍ଡେସନ ପରିବାର ତରଫରୁ ବାଙ୍କୀ ଅଞ୍ଚଳର ବନ୍ୟା ପ୍ରଭାବିତ ଗ୍ରାମରେ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସବୁବେଳେ ସବୁ ପରିସ୍ଥିତିରେ ବଂଶୀ ଓ ସମ୍ପର୍କ ପରିବାର ଆପଣଙ୍କ ସାଥିରେ ଅଛି ଓ ରହିବ ବୋଲି ସୂଚନା ଦେଇଛନ୍ତି ସଙ୍ଗଠନର ସଦସ୍ୟ ମାନେ ।

Leave a Reply

Your email address will not be published. Required fields are marked *