ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ !!!

Spread the love

ନୂଆପଡ଼ା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ମାଓ କାର୍ଯ୍ୟକଳାପ ନେଇ ଆସିଲା ନୂଆ ଅପଡେଟ , ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ . କୋମନା ଢେକୁନପାନିରେ ୨ ଦିନ ତଳେ ମାଓବାଦୀ ଜଣଙ୍କୁ ହତ୍ୟା କରିଥିଲେ . ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଓ ଭାଇଙ୍କ ପରିବାର ଗାଁ ଛାଡ଼ିଥିବାର ଜଣାଯାଇଛି . ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ପଳାଇଛନ୍ତି ଦୁଇ ପରିବାରର ସଦସ୍ୟ .

Leave a Reply

Your email address will not be published. Required fields are marked *