ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀ

କଣାସ ବନ୍ୟାଞ୍ଚଳରେ ରାଜ୍ୟ ବିଜେପି ପ୍ରତିନିଧି ଦଳ !!!

କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା କଣାସ ବ୍ଲକ ରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ବନ୍ୟାଞ୍ଚଳରେ…

ଅପରାଧଆମ ରିପୋଟରକଟକଜିଲ୍ଲାନୟାଗଡ

ନୟାଗଡ ମାଳିସାହିରେ ଆତ୍ମହତ୍ୟା କରିଥିବା ଯୁବକ ବାଙ୍କୀ ତୁଳସୀପୁର ଗ୍ରାମର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଖୋର୍ଦ୍ଧା ଜିଲ୍ଲା ଜଟଣୀ ରୁ ଆସି ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ପେନସନର୍ସ ସଙ୍ଘ ତରଫରୁ ଅଗଷ୍ଟ ୨୫ ରେ ଇପିଏଫ ଅଫିସ ସମୁଖରେ ବିକ୍ଷୋଭ ଓ ଧାରଣା ନେଇ ପ୍ରସ୍ତୁତି ବୈଠକ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଇପିଏସ ୯୫ ଅନ୍ତର୍ଭୁକ୍ତ ପେନସନ ଭୋଗୀମାନଙ୍କୁ ସର୍ବନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି…

ଅପରାଧଆମ ରିପୋଟରଜିଲ୍ଲାନୂଆପଡାମୁଖ୍ୟ ଖବରରାଜ୍ୟ

ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ !!!

ନୂଆପଡ଼ା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ମାଓ କାର୍ଯ୍ୟକଳାପ ନେଇ ଆସିଲା ନୂଆ ଅପଡେଟ , ମାଓବାଦୀଙ୍କ ଭୟରେ ଗାଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଦୁସ୍ମିତା ଦାସ +୩ ଓଡିଆ ସମ୍ମାନରେ ପ୍ରାଣନାଥ ମହାବିଦ୍ୟାଳୟର ଟପ୍ପର !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକାଶ ପାଇଛି ପ୍ରାଣନାଥ ସ୍ବଂୟ ଶାଶିତ ମହାବିଦ୍ୟାଳୟର ଚତୁର୍ଦ୍ଦଶତମ ସ୍ନାତକ ପରୀକ୍ଷାଫଳ ।…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାର ସର୍ବ ପ୍ରଥମ ବ୍ୟଙ୍ଗ ପତ୍ରିକା ଉନ୍ମୋଚିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ନୟାଗଡ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ବନ୍ୟା ପୀଡିତଙ୍କୁ ସହଯୋଗର ହାତ ବଢ଼ାଇଲେ ପ୍ରଦୀପ ସେବା ଟ୍ରଷ୍ଟର ସଦସ୍ୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୁଣା ଭୁବନେଶ୍ୱର ର ସାମାଜିକ ସଂଗଠନ ପ୍ରଦୀପ ସେବା ଟ୍ରଷ୍ଟ ତରଫରୁ ବାଲିପାଟଣା ଅଞ୍ଚଳର…

ଆମ ରିପୋଟରଗଜପତିଜିଲ୍ଲା

ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରା ନୂତନ ଶିକ୍ଷା କୌଶଳ ପ୍ରୟୋଗ କରି ବରିଷ୍ଠ ନାଗରିକ ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭକ୍ତିରସ ଅବତାର ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଶହେ ତମ ଜନ୍ମ ବାର୍ଷିକୀ ଉତ୍ସବ…

ଆମ ରିପୋଟରକଟକଜିଲ୍ଲା

ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲା ବଂଶୀ ସଙ୍ଗଠନ ଓ ସମ୍ପର୍କ ଫାଉଣ୍ଡେସନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲା ବଂଶୀ ସଙ୍ଗଠନ ଓ ସମ୍ପର୍କ ଫାଉଣ୍ଡେସନ ।…