ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ !!!

0
183
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ପଞ୍ଚାୟତର ବିମାନାପୁର ଓ ନିଧିଗୁଡ଼ି ଗ୍ରାମରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଭ୍ରାମ୍ୟମାଣ ପଶୁ ଚିକିତ୍ସା ଗାଡି ପହଞ୍ଚି ଗ୍ରାମରେ ପଶୁ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିବା ସହ ସଚେତନ କରାଇଥିଲେ । ଭିଏଏସ ଡକ୍ଟର ଏସ କେ ରେଡ୍ଡୀ ଓ ତାଙ୍କ କର୍ମଚାରୀଙ୍କ ସହଯୋଗ ରେ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଭଳି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here