ଆମ ରିପୋଟରଗଜପତିଜିଲ୍ଲା

ପ୍ରଥମ ଓଡ଼ିଶା ରେଳପଥ ନିର୍ମାଣରେ ପାରଳା ର ଅବଦାନ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ଆପନ୍ନା ପରିଛା ସଂସଦ ଆନୁକୂଲ୍ୟରେ ଶ୍ରୀଯୁକ୍ତ ଅଧିକାରୀ ସମ୍ବର୍ଦ୍ଧିତ !…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସରିଲା ବାଣପୁର ଆତ୍ମା ର ଅଧ୍ୟକ୍ଷ ନିର୍ବାଚନ : କୁମାର ସାହେବ ହେଲେ ଅଧ୍ୟକ୍ଷ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ନିର୍ବାଚନ ହୋଇଯାଇଛି । ଏହି…

ଆମ ରିପୋଟରଗଜପତିଜିଲ୍ଲା

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ି ଗସ୍ତ : ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ପିଲାଙ୍କୁ ପାଠ ପଢାଇଲେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାପାଳ ଡ଼ଃ ଆଶିଷ ଈଶ୍ୱର ପାଟିଲ ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରି…

ଆମ ରିପୋଟରଗଜପତିଜିଲ୍ଲା

ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କ ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଶିଶୁ ମିତ୍ର ଥାନା ଭ୍ରମଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ହୀନିମାନ ଅବସ୍ଥା ରେ ବାଣପୁର ଓ ଚିଲିକାର ଅନେକ ମୁକ ବଧିର : ସରକାରୀ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୬୫ ତମ ବିଶ୍ଵ ବଧିର ଦିବସ ପାଳିତ ହେଉଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା…

ଆମ ରିପୋଟରଗଜପତିଜିଲ୍ଲା

ପିତୃମାତୃ ହୀନ ଶିଶୁ ଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ପ୍ରଶିକ୍ଷଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହଯୋଗରେ ପାରଳାଖେମୁଣ୍ଡି ଜଳ ବିଭାଜିକା ସଭାଗୃହ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମା ଭଗବତୀ କଳା ନିକେତନର ଜିଲ୍ଲା ସ୍ତରୀୟ କୃତୀତ୍ୱ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୟୁଥ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ କୁ ପରିଚାଳନା…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପ୍ରକୃତ ଦୋଷୀ ଧରାପଡୁ ଏବଂ ଅଜିତ ମହାପାତ୍ରଙ୍କୁ ନ୍ୟାୟ ମିଳୁ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପନ୍ଦର ଦିନ ତଳେ ପୁଅ ମୁନା ଗଣେଷ ପୂଜା ପାଇଁ ଗାଁକୁ ଆସିଥିଲା…