ସନ୍ଦେହଘେରରେ ଦୁର୍ଘଟଣା ଜନିତ ମୃତ୍ୟୁ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ସନ୍ଦେହଘେରରେ ଦୁର୍ଘଟଣା ଜନିତ ମୃତ୍ୟୁ ! ଭାପୁର ବ୍ଲକ କରଡ଼ାପୋଲି ଗ୍ରାମର ଲକ୍ଷ୍ମୀଧର ସଂଗ୍ରାମ ସିଂହ (୨୨) ଗତ କାଲି ବିଳମ୍ବିତ ରାତିରେ ଭୁବନେଶ୍ବର ରୁ ଏଲୋପଡ଼ା ଫେରୁଥିବା ବେଳେ କୋଦୁଅବେରେଣୀ ବାଇପାସ୍ ରାସ୍ତା ରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଥିବାର ପ୍ରକାଶ ପାଇଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ ଭାପୁର ଫାଣ୍ଡି ଅଧିକାରୀ ରାକେଶ ଶ୍ରୀଚନ୍ଦନ , କନେଷ୍ଟବଳ ସୋମନାଥ ଜେନା ଏବଂ ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *