ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକରେ ବିଜୁ ଜନତା ଦଳର ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଆୟୋଜିତ କାର୍ଯ୍ୟକ୍ରମ ରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ , ଭାପୁର ବ୍ଲକ ଅଧକ୍ଷା , ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ , ଖଣ୍ଡପଡ଼ା ଓ ଭାପୁର ବ୍ଲକର ବହୁ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା, ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ଏବଂ ଦଳର ବହୁ କର୍ମୀ, ଛାତ୍ର, ଯୁବ ଏବଂ ମହିଳା ସାମିଲ ହୋଇ ପଦଯାତ୍ରାକୁ ସଫଳ କରିଥିଲେ l
ଭାପୁର ବ୍ଲକ ରେ ବିଜେଡି ର ବିଶାଳ ଜନସମ୍ପର୍କ ପଦଯାତ୍ରା !!!

