କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଧର୍ମର ମାସ ତଥା ବାଲିଯାତ୍ରା ପୂର୍ବରୁ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା , ଓଡିଶାର ଜୀବନ ରେଖା କୁହାଯାଉ ଥିବା ମହାନଦୀ ମାତାଙ୍କ ଆଳତୀ କାର୍ଯ୍ୟକ୍ରମର ଆଜି ଶେଷ ଦିନରେ ପହଁଚିଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସହିତ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
କଟକ ଗଡ଼ଗଡ଼ିଆ ଘାଟରେ ମହାନଦୀ ଆଳତୀର ଅନ୍ତିମ ଦିବସ !!!

