ଆମ ରିପୋଟରକଟକଜିଲ୍ଲା

କନ୍ଦରପୁର ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ କନ୍ଦରପୁର ମହାବିଦ୍ୟାଳୟରେ ସରକାରଙ୍କ ନିର୍ଦ୍ଦେଶିତ ଏବଂ ଅଧ୍ୟକ୍ଷ ସାରଦା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦାୟିତ୍ୱ ଗ୍ରହଣ କଲେ ଅବନିକାନ୍ତ ସାହୁ !!!

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ତାଳଚେର , ଅନୁଗୁଳ , ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ ଭାବେ ଆଜି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଘଣ୍ଟଶିଳା ପାହାଡ ପଥରରେ ଶୁଣା ଯାଉଛି ଘଣ୍ଟ ଶବ୍ଦ : ଜାଣନ୍ତୁ ଏହାର କିମ୍ବଦନ୍ତୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଘଣ୍ଟଶିଳା ପାହାଡରେ ‘ଘଣ୍ଟ ଶବ୍ଦ ‘ ଶୁଣା ଯାଉଛି…

ଆମ ରିପୋଟରଗଜପତିଜିଲ୍ଲା

ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଟାଉନ ହଲ ପରିସରରେ ପାରଳାଖେମୁଣ୍ଡି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପାଞ୍ଚଗଡର ବରପୁତ୍ର କାଳିଚରଣ ଜୟସିଂହଙ୍କ ୮୦ ତମ ଜନ୍ମୋତ୍ସବ ପାଳିତ !!!

ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମାଳି ଗୋବିନ୍ଦପୁର ଗ୍ରାମରେ ପୋଖରୀ ରେ ବୁଡି ଯୁବକଙ୍କ ମୃତ୍ୟୁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଳି ଗୋବିନ୍ଦପୁର ଗ୍ରାମରେ ଜଣେ ଯୁବକଙ୍କର ପୋଖରୀ ରେ ବୁଡି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଭୁବନେଶ୍ୱରରୁ ଟ୍ରାଙ୍କୁଲାଇଜ ପରେ ଦନ୍ତା ହାତୀ କୁ ଟାଙ୍ଗୀ ସ୍ଥାନାନ୍ତର !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜଧାନୀର ରାଜରାସ୍ତାରେ ରାତି ତମାମ ବୁଲି ବନବିଭାଗକୁ ନାକେଦମ କରିଥିବା ହାତୀକୁ ଟ୍ରାଙ୍କୁଲାଇଜ କରାଯିବା…