କାପ୍ତାପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ଅବସରରେ କୁନି କୁନି ପିଲାଙ୍କ ମଧ୍ୟରେ ଡିବେଟ ପ୍ରତିଯୋଗିତା ହୋଇଥିଲା l ଅତିଥି ଭାବେ ସ୍କୁଲ ସଭାପତି ବାସୁଦେବ ବେହେରା, ଯୁବନେତା ସଞ୍ଜୀବ କୁମାର ଡାକୁଆ , ମୋ ସ୍କୁଲ ଅଭିଯାନ ସଭାପତି ପ୍ରଶାନ୍ତ କୁମାର ବେହେରା, ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ନାୟକ, ସହ ଶିକ୍ଷକ ସୁମନ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାହୁ , ଅମିତ ମାଝୀ ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କୁ ଅନେକ ନୀତିବାଣୀ ଦେବା ସହ ପଣ୍ଡିତ ଜବାହରଲାଲ ନେହୁର ଙ୍କ ବିଷୟରେ କହିଥିଲେ l

Leave a Reply

Your email address will not be published. Required fields are marked *