ଆମ ରିପୋଟରଜିଲ୍ଲାନୟାଗଡ

ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହରକୁ ଲାଗିକରି ଥିବା ଲଷ୍ମୀପ୍ରସାଦ ପଞ୍ଚାୟତର ଶହ ଶହ ଲୋକ ଦୀର୍ଘ ଦିନ…

ଆମ ରିପୋଟରଗଜପତିଜିଲ୍ଲା

ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ବିୟୋଗ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୁରୁଣା ପାଟଣା ମଣ୍ଡଳ ଦଶରଥପୁର ଗ୍ରାମରେ କାର୍ଯ୍ୟରତ ଶ୍ରୀକରଣ ସାହି ବାସିନ୍ଦା ତ୍ରିନାଥ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ହରିପୁର ଗାଁ ଦାଣ୍ଡ ରେ ଘର ଆଗରେ ପଡ଼ି ରହିଲା ଶାଶୁ ର ଶବ : କବାଟ ଖୋଲିଲାନି ହୃଦୟହୀନା ବୋହୂ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶାଶୁ ର ଦେହ ଖରାପ ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ , ହେଲେ ନିଜ…

ଆମ ରିପୋଟରଗଜପତିଜିଲ୍ଲା

ସେଞ୍ଚୁରିୟାନ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀ ଦିବସ 2022 ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିୟାନ ବୈଷୟିକ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଦ୍ୱିତୀୟ ଆନ୍ତଃର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀ ଦିବସ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…

ଆମ ରିପୋଟରଗଜପତିଜିଲ୍ଲା

ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାକରସ ଆସୋସିଏସନ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଲକର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା କୂଳରେ ଜାଲରେ ପଡ଼ିଲା ବିରାଟକାୟ ଅଜଗର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ କଳିଯୁଗେଶ୍ଵର ପାହାଡ ନିକଟରୁ ୮ ଫୁଟ ଲମ୍ବର ଅଜଗର…

ଆମ ରିପୋଟରଜିଲ୍ଲାଯାଜପୁର

ବେଣାଗାଡ଼ିଆ ଗ୍ରାମ ରେ ବିଜେପି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଖଣି ଅଞ୍ଚଳ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡ଼ିଆ ଗ୍ରାମର ଖେଳ ପଡିଆରେ କାଳିଆପାଣି ଅଞ୍ଚଳର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କଲା ଅବକାରୀ ବିଭାଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଣପୁର ଥାନା ଅନ୍ତର୍ଗତ କୋଶରଢା ଗ୍ରାମରେ…