ଟାଙ୍ଗୀ ବ୍ରାହ୍ମଣ୍ଡି ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବାଲୁଗାଁ ଅଞ୍ଚଳର ମାଫିଆ ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରେ ଏସଟିଏଫ୍ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ! ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ ! ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ମାଫିଆକୁ ଗିରଫ କରାଯାଇଛି ! ଗିରଫ ମାଫିଆ ହେଲେ ଜୟକୃଷ୍ଣ ତରାଇ ଏବଂ ଘର ବାଲୁଗାଁ ଥାନା ଘିଅଖଲା ଘୁମୁସର ପଦର ବୋଲି ଜଣା ପଡିଛି ! ଜୀବନ୍ତ ବଜ୍ରକାପ୍ତା ର ଓଜନ ୯ କେଜି ୨୦୦ ଗ୍ରାମ , ଉଦ୍ଧାର ବଜ୍ରକାପ୍ତାକୁ ନେଇ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ନନ୍ଦନ କାନନକୁ ପଠେଇ ଦେଇଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *