ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଇଡ଼କୋ ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀଙ୍କ ବିରୋଧ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ଗ୍ରାମରେ ୩୨୯ ଏକର ଜମି ,…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଜିଲ୍ଲାରେ ଅଲିଭା ରେଜିଷ୍ଟର ଅନନ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଚଳିତ ବର୍ଷ ଜାନୁୟାରୀ ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ଭାବେ ପ୍ରଣୟନ କରାଯାଇଥିବା…

ଅପରାଧଆମ ରିପୋଟରଜିଲ୍ଲାରାୟଗଡା

କାଶୀପୁର ବ୍ଲକ କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କାଶୀପୁର ବ୍ଲକ କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର ! ରାୟଗଡା ଜିଲ୍ଲା କାଶୀପୁର ବ୍ଲକ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ରଣକ୍ଷେତ୍ର ପାଲଟିଲା ଗତିଶ୍ୱର ମହାବିଦ୍ୟାଳୟ ପରିସର : ବୁଲିଲା ଠେଙ୍ଗା ବାଡ଼ି !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କିଛି ଦିନ ତଳେ ଜଣେ କଲେଜ ଛାତ୍ରୀ ଙ୍କୁ ଭୟାନକ ରାଗିଙ୍ଗ ଘଟଣା ସାରା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ବ୍ରାହ୍ମଣ୍ଡି ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବାଲୁଗାଁ ଅଞ୍ଚଳର ମାଫିଆ ଗିରଫ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରେ ଏସଟିଏଫ୍ ଚଢାଉ କରି ଗୋଟିଏ ଜୀବନ୍ତ…

ଆମ ରିପୋଟରକଟକଜିଲ୍ଲା

ଓଡିଶା କମ୍ପୁଟର ଏକାଡେମୀ ର ବାର୍ଷିକୋତ୍ସବ ଅନୁଷ୍ଠିତ !!!

କଟକ ( ଆୱାଜ ମିଡିଆ ) – ଅମ୍ରିତା ପଟ୍ଟନାୟକ : କଟକ ଲିଙ୍କରୋଡ ସ୍ଥିତ ଓଡିଶା କମ୍ପୁଟର ଏକାଡେମୀ ବହୁମୁଖୀ ଅନୁଷ୍ଠାନର ବାର୍ଷିକଉତ୍ସବ ବହୁ ଆଡମ୍ବରରେ…

ଆମ ରିପୋଟରଜିଲ୍ଲାନୟାଗଡ

ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହରକୁ ଲାଗିକରି ଥିବା ଲଷ୍ମୀପ୍ରସାଦ ପଞ୍ଚାୟତର ଶହ ଶହ ଲୋକ ଦୀର୍ଘ ଦିନ…

ଆମ ରିପୋଟରଗଜପତିଜିଲ୍ଲା

ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ବିୟୋଗ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୁରୁଣା ପାଟଣା ମଣ୍ଡଳ ଦଶରଥପୁର ଗ୍ରାମରେ କାର୍ଯ୍ୟରତ ଶ୍ରୀକରଣ ସାହି ବାସିନ୍ଦା ତ୍ରିନାଥ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ହରିପୁର ଗାଁ ଦାଣ୍ଡ ରେ ଘର ଆଗରେ ପଡ଼ି ରହିଲା ଶାଶୁ ର ଶବ : କବାଟ ଖୋଲିଲାନି ହୃଦୟହୀନା ବୋହୂ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶାଶୁ ର ଦେହ ଖରାପ ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ , ହେଲେ ନିଜ…