କଟକ ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜଗତପୁର ଖଇରା ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଘଟଣାସ୍ଥଳରେ ୭ ଜଣ ଆହତ ! ସୂଚନା ଅନୁଯାୟୀ ଏକ ଟ୍ରକ୍ ଘଟାଇଛି ସିରିଜ ଦୁର୍ଘଟଣା ! ଦୁଇଟି କାର୍ , ଦୁଇଟି ବାଇକ୍ କୁ ଧକ୍କା ଦେଇଛି ଟ୍ରକ ! ଦୁର୍ଘଟଣା ପରେ ଏକ ଦୋକାନ ଭିତରକୁ ଧସେଇ ପଶି ଯାଇଛି ଟ୍ରକ ! ଘଟଣା ସ୍ଥଳ ରେ 7 ଜଣ ଆହାତ ହୋଇଥିବା ବେଳେ ସେମାନଙ୍କୁ କଟକ ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି !
ଜଗତପୁର ଖଇରା ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା !!!

