ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଏକ ଗୁଳିକାଣ୍ଡ ଘଟଣା ଆଜି ଦିନ ତମାମ ଟ୍ରେଣ୍ଡିଙ୍ଗ ଖବର ରେ ରହିଛି ! ତେବେ ଘଟଣାର ଅପଡେଟ ଆଣିବା ପାଇଁ ନୟାଗଡ଼ ମେଡିକାଲ କୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧି ଆପତ୍ତିଜନକ ବ୍ୟବହାରର ଶୀକାର ହୋଇଥିବା ଦେଖା ଯାଇଥିଲା ! ମେଡିକାଲ ଗ୍ରିଲ ବନ୍ଦ କରି ଜଗି ରହିଥିବା ପୋଲିସ କର୍ମଚାରୀ କାହାକୁ ଭିତରକୁ ଛାଡି ନଥିବା ସମୟରେ ଆଇଆଇସି ମନା କରିଥିବାର ପ୍ରକାଶ କରିଥିଲେ ! ମେଡିକାଲ ରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ଠାରୁ ଏପରି ଶୁଣି ଡିଜିଟାଲ ମିଡ଼ିଆ ର ପ୍ରତିନିଧି ନିରାଶ ହୋଇ ଫେରିଥିଲେ !
କୋଉ ମିଡ଼ିଆ ଫିଡିଆ କାହାରିକୁ ଛଡା ଛଡି ନାହିଁ : ଆଇଆଇସି ମନା କରିଛନ୍ତି !!!

