ତୃତୀୟ ଦିନରେ ପାରାଦୀପ ମହୋତ୍ସବ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜମୁଛି ପାରାଦୀପ ମହୋତ୍ସବ ର ଶୀତୁଆ ସନ୍ଧ୍ୟା | ବନ୍ଦର ନଗରୀ ର ଜୟଦେବ ସଦନ ପ୍ରାଙ୍ଗଣ ରେ ଆୟୋଜିତ ଏହି ମହୋତ୍ସବ ତୃତୀୟ ଦିନ ରେ ପହଞ୍ଚିଛି | ମେଲୋଡି, ଡ୍ୟାନ୍ସ ସାଙ୍ଗକୁ ଗୁପଚୁପ ଚାଟ୍ ଅନ୍ୟାନ୍ୟ ଚଟପଟି ର ମଜା ଲୁଟୁଛନ୍ତି ଲୋକେ | ମୀନା ବଜାରରୁ ଘରକରଣା ସମାଗ୍ରୀ କିଣିବା ସହ ତୃତୀୟ ସନ୍ଧ୍ୟା ରେ ଓଲିଉଡ ସିଙ୍ଗର ଦୀପ୍ତି ରେଖା ଙ୍କ ଦମଦାର ଗୀତରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ | ଏହା ୭ ଦିନ ଧରି ଚାଲିବାକୁ ଥିବା ବେଳେ ଆଗକୁ ଆହୁରି ଜନ ସମାଗମ ହେବ ବୋଲି ଆଶା |

Leave a Reply

Your email address will not be published. Required fields are marked *