ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଅମ୍ରିତ ଅପହରଣ ଘଟଣା ର ପର୍ଦ୍ଦାଫାଶ : ମାଷ୍ଟର ମାଇଣ୍ତ ଦୁଇଭାଇ ସମେତ ,୩ ଗିରଫ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧିନସ୍ଥ କୁରାଳ ଗ୍ରାମର ୧୨ ବର୍ଷ ର…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଧାନ ମଣ୍ଡିର ସମସ୍ୟା ନେଇ ବିଜେପି ତରଫରୁ ଉପ-ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷକ ମାନଙ୍କର ଧାନ ଅମଳ ଆରମ୍ଭ ଅନେକ ମାତ୍ରାରେ ଆରମ୍ଭ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡ଼ା ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର…

ଆମ ରିପୋଟରକଟକଜିଲ୍ଲା

ମୁଁ ବିଧାୟକ – ମୁଁ ଗାଁ ନାଁ ଭୁଲ ଲେଖିବି , ଯେତେ କହିଲେ କଣ ହେବ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସୁଧୁରୁ ନାହାନ୍ତି ବାଙ୍କୀ ବିଧାୟକ ! ନିର୍ବାଚନ ମଣ୍ଡଳୀର ଗାଁ ନାଁ ସବୁକୁ ବାରମ୍ବାର…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାରେ ଆତଙ୍କ ଖେଳାଇଛି ଚର୍ମବିଣ୍ଡି ରୋଗ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆତଙ୍କ ଖେଳାଇଛି ଚର୍ମବିଣ୍ଡି ରୋଗ । ଗଜପତିରେ ଗାଈ ଗୋରୁ ମାନେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରେ ଚାଲିଥିବା ବିପର୍ଯୟ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉଦଯାପିତ ହେଲା ନରେନ୍ଦ୍ରପୁର ଗ୍ରାମ ପଂଚାୟତରେ ଚାଲିଥିବା ବିପର୍ଯୟ ପ୍ରଶିକ୍ଷଣ ଶିବିର ! ଖୋର୍ଦ୍ଧା…

ଆମ ରିପୋଟରକଟକଜିଲ୍ଲା

ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ପକ୍ଷରୁ ପ୍ରଥମ ନଲେଜ ସେଣ୍ଟର ସମ୍ମିଳନୀ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଅରୁଣୋଦୟ ମାର୍କେଟ ସ୍ଥିତ ଓକେସିଏଲ ଏଲସି ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ସଭାଗୃହରେ ଓଡିଶା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ଆଜି ଠାରୁ ହେବ ଡଲଫିନ ଗଣନା : ସାମିଲ୍‌ ହେବେ ୧୮ ଟି ଟିମ୍‌ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଠାରୁ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆରମ୍ଭ ହେବ ଡଲଫିନ ଗଣନା ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଦୁଇଜଣ କର୍କଟ ପୀଡ଼ିତ ବାଳକ ଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଅର୍ଥ ରାଶି ସହାୟତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜସେବାର ନିଆରା କାର୍ଯ୍ୟକ୍ରମ ! ସାମାଜିକ କର୍ମୀଙ୍କ ପାଇଁ ଉଦାହରଣ ପାଲଟିଛି ସମାଜ ମଙ୍ଗଳ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳା ସ୍ଥଳୀ ଅନ୍ଧାରିଆ ମହିମର ମହିମା ପ୍ରକଟିତ ହେବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ସହିତ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାକୁ…